About

ଏହି ପୃଷ୍ଠାଟି ଭାରତୀୟ ଏବଂ ବିଶେଷ କରି ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ସହିତ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ନିଆରା ଶୈଳୀରେ ଉପସ୍ଥାପନ କରିବ। ମୁଖ୍ୟସ୍ରୋତ ଗଣମାଧ୍ୟମରେ ନବାଜୁଥିବା ଖବର, ଅଖବର ଏବଂ ପ୍ରସଙ୍ଗକୁ ଆମେ ମଝିରେ ମଝିରେ ବଜାଇବାକୁ ସଂକଳ୍ପବଦ୍ଧ ବୋଲି ଏମିତି ଏକ ନାଁ ବାଛିଛୁ। ଆଶା ଆପଣମାନେ ମଧ୍ୟ ଆମର ପ୍ରୟାସ ଏବଂ ଅଭିଯାନରେ ଯୋଡ଼ିହେବେ। ଆଉ ହଁ ସମୟ ସୁବିଧା ପାଇଲେ bajabala.com ଆଡ଼େ ଟିକେ ବୁଲିଆସୁଥିବେ।