ଆପଲର ନୂଆ ସ୍ମାର୍ଟ ଫୋନ ଲଞ୍ଚ୍

ବାଙ୍ଗାଲୋର: ଭାରତ ମୋବାଇଲ ଫୋନର ଏକ ବଡ଼ ବଜାର କହିଲେ ଅତ୍ୟୁକ୍ତି ହେବ ନାହିଁ | ପ୍ରତିଦିନ କିଛି ନା କିଛି ମୋବାଇଲ ଏଠାରେ ଲଞ୍ଚ ହେଇଥାଏ |
ଗତ ସପ୍ତାହରେ ଆପଲ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି |
ଏହାର ନାମ iphone SE ଅଟେ |

ନେଟ୍-ୱାର୍କ ଟେକ୍ନୋଲୋଜି GSM / CDMA / HSPA / EVDO / LTE
  2ଜି GSM 850 / 900 / 1800 / 1900, CDMA 800 / 1900
  3ଜି HSDPA 850 / 900 / 1700(AWS) / 1900 / 2100
CDMA2000 1xEV-DO
  4ଜି LTE band 1(2100), 2(1900), 3(1800), 4(1700/2100), 5(850), 7(2600), 8(900), 11(1500), 12(700), 13(700), 17(700), 18(800), 19(800), 20(800), 21(1500), 25(1900), 26(850), 28(700), 29(700), 30(2300), 32(1500), 34(2000), 38(2600), 39(1900), 40(2300), 41(2500), 42(3500), 46(5200), 48, 66(1700/2100) – A2296          LTE band 1(2100), 2(1900), 3(1800), 4(1700/2100), 5(850), 7(2600), 8(900), 12(700), 13(700), 14(700), 17(700), 18(800), 19(800), 20(800), 25(1900), 26(850), 29(700), 30(2300), 34(2000), 38(2600), 39(1900), 40(2300), 41(2500), 42(3500), 46(5200), 48, 66(1700/2100), 71(600) – A2275, A2298
  ସ୍ପିଡ୍ HSPA 42.2/5.76 Mbps, LTE-A (5CA) Cat16 1024/150 Mbps, EV-DO Rev.A 3.1 Mbps
ଲଞ୍ଚ୍ ତାରିଖ ୧୫ ଏପ୍ରିଲ ଲଞ୍ଚ, ୨୪ ଏପ୍ରିଲ ସୁଦ୍ଧା ବଜାରକୁ ଆସିବାର ସମ୍ଭାବନା
ମୋବାଇଲ୍ ବଡି ମାପ ୧୩୮.୪ x ୬୭.୩ x ୭.୩ mm (୫.୪୫ x ୨.୬୫ x ୦.୨୯ in)
  ଓଜନ ୧୪୮ g (୫.୨୨ oz)
  ବଡି Glass front, glass back, aluminium frame
  ସିମ୍ Nano-SIM and/or eSIM         IP67 dust/water resistant (up to 1m for 30 mins) Apple Pay (Visa, MasterCard, AMEX certified)
ଡିସ୍ପ୍ଲେ Retina IPS LCD capacitive touchscreen, ୧.୬କୋଟି ରଙ୍ଗ
  ସାଇଜ୍ 4.7 inches, 60.9 cm2 (~65.4% screen-to-body ratio)
  ରିଜୋଲ୍ୟୁସନ୍ 750 x 1334 pixels, 16:9 ratio (~326 ppi density)
  ପ୍ରୋଟେକ୍ସନ୍        Ion-strengthened glass, oleophobic coating        Wide color gamut True-tone ୬୨୫ nits max brightness (ବିଜ୍ଞାପନ)
ମଦରବୋର୍ଡ଼ ଅପରେଟିଙ୍ଗ ସିଷ୍ଟମ୍ (OS) iOS 13
    ଚିପସେଟ୍ Apple A13 Bionic (7 nm+)
  CPU Hexa-core (2×2.65 GHz Lightning + 4×1.8 GHz Thunder)
  GPU Apple GPU (4-core graphics)
ମେମୋରି କାର୍ଡ଼ ସ୍ଲଟ୍ ନାହିଁ
  ଇଂଟରନାଲ ଷ୍ଟୋରେଜ 64GB 3GB RAM, 128GB 3GB RAM, 256GB 3GB RAM        NVMe
ପଛ କ୍ୟାମେରା ଫୋଟୋ 12 MP, f/1.8 (wide), PDAF, OIS
  ଭିଡ଼ିଓ 2160p@24/30/60fps, 1080p@30/60/120/240fps, HDR, OIS, stereo sound rec
  ଫିଚର Dual-LED dual-tone flash, HDR
ସେଲ୍ଫି କ୍ୟାମେରା ଫୋଟୋ 7 MP, f/2.2
  ଭିଡ଼ିଓ 1080p@30fps; gyro-EIS
  ଫିଚର Face detection, HDR, panorama
ସାଉଣ୍ଡ୍ ଲାଉଡ଼ ସ୍ପିକର Yes, with stereo speakers
  3.5mm ଇୟରଫୋନ ନାହିଁ
କମ୍ୟୁନିକେସନ WLAN Wi-Fi 802.11 a/b/g/n/ac/ax, dual-band, hotspot
  ବ୍ଲୁ-ଟୁଥ୍ 5.0, A2DP, LE
  ଜିପିଏସ୍ Yes, with A-GPS, GLONASS
  NFC ହଁ
  ରେଡ଼ିଓ ନାହିଁ
  USB 2.0, proprietary reversible connector
ସେନ୍ସର Fingerprint (front-mounted), accelerometer, proximity, gyro, compass, barometer        Siri natural language commands and dictation
ବ୍ୟାଟେରି Non-removable Li-Ion 1821 mAh battery (6.96 Wh)
  ଚାର୍ଜ Fast charging 18W, 50% in 30 min (advertised) Qi wireless charging
ଅନ୍ୟାନ୍ୟ ରଙ୍ଗ କଳା, ଧଳା ଓ ଲାଲ୍
ମୂଲ୍ୟ ୪୨,୫୦୦/-  (ଅନୁମାନ)

ଏହାର ମୂଲ୍ୟ ଭାରତରେ 42000/- ରହିବ ବୋଲି ଅନୁମାନ କରା ଯାଉଛି |

Related posts