Best Online Delivery in Bhubaneswar

Best Online Store in Bhubaneswar

ଗ୍ରୋସରୀ ବା ସଉଦା ଆମ ପ୍ରତିଦିନ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ | ଆମର ଜଞ୍ଜାଳମୟ ଜୀବନରେ ସବୁ କାମ ଭିତରେ ବି ସଉଦା ଆଣିବା ଏକ କାଠିକର କାମ | ଥରେ ଭାବନ୍ତୁ; ଏହି କରୋନା ମହାମାରୀ ସମୟରେ ଜନଗହଳି ପୂର୍ଣ୍ଣ ମାର୍କେଟ୍କୁ ଯାଇ ଠିକ ଠିକ ସଉଦା ଆଣିବା ସତରେ କେତେ ସୁରକ୍ଷିତ ?
ଏଥିପାଇଁ ଆଜିକାଲି ଦୁନିଆଁ ରେ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ଅନଲାଇନ ଡେଲିଭେରୀ | ନିଜ ମୋବାଇଲ କିମ୍ବା ଲାପଟପରୁ Online Delivery ସାଇଟ୍କୁ ଯାଇ ଆପଣ ନିଜର ମନ ପସନ୍ଦର ଜିନିଷ କିଣିପାଇବେ |
ଆଉ ଆମ ଓଡ଼ିଶା ବି ଏହି କ୍ଷେତ୍ରରେ କିଛି ପଛରେ ନାହିଁ | ଆଜି ଆମେ ଏଠାରେ କହିବାକୁ ଯାଉଛୁ ଓଡ଼ିଶାର ନିଜର ଗ୍ରୋସରୀ ଡେଲିଭେରୀ କରୁଥିବା କିଛି କମ୍ପାନୀ ବିଷୟରେ |

ଓଡ଼ିଶାର TOP – 3 ଗ୍ରୋସରୀ ଡେଲିଭେରୀ କମ୍ପାନୀ |

ବି.ଦ୍ର. : ଆମେ ଏଠାରେ list କରିଥିବା କମ୍ପାନୀ ଗୁଡ଼ିକୁ ସେମାନଙ୍କ website ର UI/UX Design, Graphic Design, Development FunctionalityUsability Test (କେତେ ସହଜ) ଦ୍ୱାରା ଚୟନ କରା ଯାଇଛି |

  1. 1Grams

    Best Online Delivery in Bhubaneswar

    ଖୁବ କମ ସମୟ ମଧ୍ୟରେ ଏହି କମ୍ପାନୀ ନିଜ ଗ୍ରାହକ ମାନଙ୍କ ମଧ୍ୟରେ ଆଦୃତ ହେଇପାରିଛି | ଖୁବ ସୁନ୍ଦର website ସହ ନିଜର ବିସ୍ତୃତ products ପାଇଁ ଏହା ଏବେ ଲୋକମାନଙ୍କର ପ୍ରଥମ ପସନ୍ଦ | ବହୁତ ଭଲ ଭାବେ ସବୁ products ସଜେଇ ରଖା ଯାଇଛି | ବହୁତ କମ ଦାମରେ ଏଠାରେ ଆପଣ ଶପିଂ କରିପାରିବେ | ଦିନ 12ଟା ପୂର୍ବରୁ order କଲେ, ଆପଣ ଡେଲିଭେରୀ ସେହିଦିନ ସନ୍ଧ୍ୟା 7 ଭିତରେ ପାଇ ପାରିବେ | 499 ରୁ ଅଧିକ ଜିନିଷ କିଣିବା ଦ୍ୱାରା ଆପଣ Free ଡେଲିଭେରୀ ର ସୁବିଧା ମଧ୍ୟ ପାଇଁ ପାରିବେ | ସମସ୍ତ website ରେ ବିଜ୍ଞାପନ ଓଡ଼ିଆ ଲେଖା ଯାଇଥିବା ବେଳେ, ବହୁତ ଜିନିଷର ନାମ ମଧ୍ୟ ଓଡ଼ିଆରେ ଲେଖା ଯାଇଛି | ଓଡ଼ିଆ ରେ ଟାଇପ କରି ଆପଣ ଜିନିଷ ସର୍ଚ୍ଚ ମଧ୍ୟ କରି ପାରିବେ |
    Usability Test ମାଧ୍ୟମରେ ଆମେ ଏହାକୁ ନମ୍ବର ଏକ ରେ ରଖିଛୁ |

    SHOP NOW




  2. Now Grocery

    ଏହା ଭୁବନେଶ୍ୱରର ଏକ ପରିଚିତ ନାମ | ସୁନ୍ଦର ଭାବେ ନିଜ website କରିବା ସହ ବହୁତ ପ୍ରକାରର ଜିନିଷ ମଧ୍ୟ ଉପଲବ୍ଧ ଅଛି | ଗ୍ରୋସରୀ ସହ କ୍ଷୀର,ଅଣ୍ଡା ଇତ୍ୟାଦି ମଧ୍ୟ ଡେଲିଭେରୀ କରନ୍ତି | ଏଠାରେ ଆପଣ ଘରକରଣା ମଧ୍ୟ ଶପିଂ କରି ପାରିବେ | 499 ରୁ ଅଧିକ ଜିନିଷ କିଣିଲେ ଆପଣ free ଡେଲିଭେରୀ ମଧ୍ୟ ପାଇବେ |
    Usability Test ମାଧ୍ୟମରେ ଆମେ ଏହାକୁ ନମ୍ବର ଦୁଇ ରେ ରଖିଛୁ |

    SHOP NOW


  1. Big B Fresh Store

    ଅନ୍ୟ କମ୍ପାନୀ ଭଳି ୟେ ମଧ୍ୟ Online Grocery ଡେଲିଭେରୀ କରୁଛି | ସୁନ୍ଦର website ସହ ବହୁତ products ମଧ୍ୟ ଅଛି | ଗ୍ରୋସରୀ ବ୍ୟତୀତ, ମାଛ ,ମାଂସ ଅଣ୍ଡା ଇତ୍ୟାଦି ଡେଲିଭେରୀ ମଧ୍ୟ କରେ | 399 ରୁ ଅଧିକ ଜିନିଷ ରେ free ଡେଲିଭେରୀ ମଧ୍ୟ ରହିଛି | Usability Test ମାଧ୍ୟମରେ ଆମେ ଏହାକୁ ନମ୍ବର ତିନି ରେ ରଖିଛୁ |

    SHOP NOW




ଏହିଭଳି ଓଡ଼ିଶାରେ ବହୁତ କମ୍ପାନୀ online delivery କରୁଛନ୍ତି | ସେଥି ମଧ୍ୟରୁ କିଛି ନିମ୍ନରେ ଦିଆଗଲା :

  • www.kalingafresh.com
  • www.bazaarfresh.in
  • grozip.com
  • www.gotobasket.com
  • freshtm.com
  • odishafresh.com


ବହୁତ ଲୋକ ଭାବନ୍ତି କି online ଡେଲିଭେରି କଲେ ସେଥିରେ ଖରାପ ଜିନିଷ ଦେଇ ଦିଅନ୍ତି | କିନ୍ତୁ ସତରେ ସେମିତି କିଛି ବି ହୋଇ ନଥାଏ | ଭଲ ଜିନିଷ ସହ ଗୁଣବତ୍ତା ହିଁ କମ୍ପାନୀ କୁ ଲୋକଙ୍କ ପାଖରେ ପହଞ୍ଚାଏ | ଆଗାମୀ ଦିନରେ ଓଡ଼ିଶା ଏକ ଅନଲାଇନ ମାର୍କେଟ୍ ର ବଡ ଉତ୍ସ ହେବ, ଏଥିରେ ସନ୍ଦେହ ନାହିଁ |

ଆମର ଲେଖାଟି ଭଲ ଲାଗିଥିଲେ ସେଆର କରନ୍ତୁ | ଆଗାମୀ ଦିନରେ ଆପଣ କେଉଁ ବିଷୟ ଉପରେ ଜାଣିବାକୁ ଚାହୁଁଛନ୍ତି ସେ ବିଷୟରେ ଆମକୁ ଫେସବୁକରେ ଜଣାନ୍ତୁ |

Related posts