ସାଓମି ଏମ ଆଇ 10 ୟୁଥ 5G ଲଞ୍ଚ (Xiaomi Mi 10 Youth 5G)

Xiaomi Mi 10 Youth 5G

ବାଙ୍ଗାଲୋର: ସବୁଥର ଭଳି ଏ ଥର ମଧ୍ୟ Xiaomi ମୋବାଇଲ କମ୍ପାନୀ ବଜାରକୁ ନୂଆ ମୋବାଇଲର ପ୍ରବେଶ କରାଇଛି |
ଆଜି (27 ଏପ୍ରିଲ 2020) ନିଜର ନୂଆ ମୋବାଇଲ କମ୍ପାନୀ Announce କରିଛି |
ଯାହାକି ଖୁବ ଶୀଘ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ |
ଏହି ମୋବାଇଲ 5G ହୋଇଥିବା ବେଳେ ଏହାର ନାମ “ସାଓମି ଏମ ଆଇ 10 ୟୁଥ 5G” ରହିଛି |

ଆସନ୍ତୁ ଜାଣିବା ଏହାର ଖାସ ଫିଚର ବିଷୟରେ |

Xiaomi Mi 10 Youth 5G

ନେଟ୍-ୱାର୍କ ଟେକ୍ନୋଲୋଜି GSM / HSPA / LTE / 5G
  2ଜି GSM 850 / 900 / 1800 / 1900 – SIM 1 & SIM 2
  3ଜି HSDPA 850 / 900 / 1700(AWS) / 1900 / 2100
  4ଜି LTE
  5ଜି SA/NSA
ସ୍ପିଡ୍HSPA 42.2/5.76 Mbps, LTE-A, 5G (2+ Gbps DL)
ଲଞ୍ଚ୍ ତାରିଖ 27 ଏପ୍ରିଲ ଲଞ୍ଚ, ମଇ ସୁଦ୍ଧା ବଜାରକୁ ଆସିବାର ସମ୍ଭାବନା
ମୋବାଇଲ୍ ବଡି ମାପ 164 x 74.8 x 7.9 mm (6.46 x 2.94 x 0.31 in)
  ଓଜନ 192 g (6.77 oz)
  ବଡି Normal
  ସିମ୍ Dual SIM (Nano-SIM, dual stand-by)
ଡିସ୍ପ୍ଲେ Super AMOLED capacitive touchscreen, 16M colors , HDR10+
  ସାଇଜ୍ 6.57 inches, 104.2 cm2 (~85.0% screen-to-body ratio)
  ରିଜୋଲ୍ୟୁସନ୍ 1080 x 2400 pixels, 20:9 ratio (~401 ppi density)
  ପ୍ରୋଟେକ୍ସନ୍ Corning Gorilla Glass 5
ମଦରବୋର୍ଡ଼ ଅପରେଟିଙ୍ଗ ସିଷ୍ଟମ୍ (OS) Android 10.0; MIUI 12
    ଚିପସେଟ୍ Qualcomm SDM765 Snapdragon 765G (7 nm)
  CPU Octa-core (1×2.4 GHz Kryo 475 Prime & 1×2.2 GHz Kryo 475 Gold & 6×1.8 GHz Kryo 475 Silver)
  GPU Adreno 620
ମେମୋରି କାର୍ଡ଼ ସ୍ଲଟ୍ ନାହିଁ
  ଇଂଟରନାଲ ଷ୍ଟୋରେଜ 64GB 6GB RAM, 128GB 6GB RAM, 128GB 8GB RAM, 256GB 8GB RAM, UFS 2.1
ପଛ କ୍ୟାମେରା ଫୋଟୋ Cam1: 48 MP, f/1.8, 26mm (wide), 1/2.0″, 0.8µm, PDAF
Cam2: Periscope 8 MP, f/3.4, 122mm (telephoto), PDAF, OIS, 5x optical zoom
Cam3: 8 MP, f/2.2, 15mm (ultrawide), 1/4.0″, 1.12µm
Cam4: 2 MP, f/2.4, (macro)
  ଭିଡ଼ିଓ 2160p@30fps, 1080p@30/60/120fps, 720p@960fps; gyro-EIS
  ଫିଚର Dual-LED dual-tone flash, HDR, panorama
ସେଲ୍ଫି କ୍ୟାମେରା ଫୋଟୋ 16 MP, (wide)
  ଭିଡ଼ିଓ 1080p@30fps
  ଫିଚର
HDR
ସାଉଣ୍ଡ୍ ଲାଉଡ଼ ସ୍ପିକର ହଁ
  3.5mm ଇୟରଫୋନ ହଁ
କମ୍ୟୁନିକେସନ WLAN Wi-Fi 802.11 a/b/g/n/ac, dual-band, Wi-Fi Direct, hotspot
  ବ୍ଲୁ-ଟୁଥ୍ 5.0, A2DP, LE
  ଜିପିଏସ୍ Yes, with dual-band A-GPS, GLONASS, BDS
  NFC ହଁ
ଇନ୍ଫ୍ରାରେଡ଼ ପୋର୍ଟହଁ
  ରେଡ଼ିଓ ନାହିଁ
  USB 2.0, Type-C 1.0 reversible connector, USB On-The-Go
ସେନ୍ସର Fingerprint (under display, optical), accelerometer, gyro, proximity, compass
ବ୍ୟାଟେରି Non-removable Li-Po 4160 mAh battery
  ଚାର୍ଜ Fast charging 22.5W,
USB Power Delivery 3.0
Quick Charge 4+
ଅନ୍ୟାନ୍ୟ ରଙ୍ଗ Black Chocolate Storm,
Blue Berry,
Green Tea,
Orange Storm,
Pink Peach
ମୂଲ୍ୟ ୨୧,୯୯୯/-  (ଅନୁମାନ)

ଏହାର ମୂଲ୍ୟ ଭାରତରେ 42000/- ରହିବ ବୋଲି ଅନୁମାନ କରା ଯାଉଛି |

Related posts