ବଦନାମ

ଧିରେ ଧିରେ ଆସିବୁ ତୁ ଘରୁ
ଗୋଡ଼ କାଢି
ଆଖିରେ ଥିବ କଜଳ , ଦେହେ
ନୀଳ ଶାଢ଼ୀ
ଭିଡ଼ରେ ଖୋଜିବୁ ମତେ
ସବୁ ଲାଜ ଭୁଲି
ମିଶିଗଲେ ଆମ ଆଖି
ଦୁନିଆ ଭୁଲିବା
ଚାଲ ପ୍ରିୟା ପୁଣିଥରେ ବଦନାମ ହେବା |

ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ

Related posts