ୟୁଟ୍ୟୁବ୍ ଚ୍ୟାନେଲ୍ ବିନା ମନିଟାଇଜେସନରେ (Monetization) ବିଜ୍ଞାପନ ଦେଖାଉଛି କି? ଏହାର କାରଣ ଜାଣନ୍ତୁ…

ବିନା ମନିଟାଇଜେସନ (Monetization) ବି ଆପଣଙ୍କ ଭିଡ଼ିଓରେ ୟୁଟୁବ ବିଜ୍ଞାପନ (Ads) ଦେଖାଉଛି କି?ଆପଣ ଭାବି ପାରନ୍ତି କି ଏପରି କେମିତି ହେଉଛି ? କାରଣ ୟୁଟୁବ ଅନୁଯାୟୀ, ମନିଟାଇଜେସନ (Monetization) ପାଇଁ 2ଟି ପ୍ରମୁଖ କାରଣ ଦରକାର: 1000 ସବସକ୍ରାଇବର (Subscriber) ଦରକାର 4000 ଘଣ୍ଟା ଭିଡିଓ ଦେଖାହୋଇଥିବା ଦରକାର (1 ବର୍ଷ ମଧ୍ୟରେ) କିନ୍ତୁଆପଣଙ୍କର ଅପଲୋଡ୍ ହୋଇଥିବା ଭିଡିଓଗୁଡିକରେ ବିଜ୍ଞାପନଗୁଡିକ ଦେଖା ଦେଇପାରେ ଯଦିଓ ଆପଣ ନିଜେ ଭିଡିଓଗୁଡିକୁ ମୋନେଟାଇଜ୍ କରିନାହାଁନ୍ତି | କାରଣ:ଯଦି ଆପଣଙ୍କର ଭିଡିଓରେ ଥିବା ବିଷୟବସ୍ତୁ, ଯେଉଁଥିରେ ଆପଣଙ୍କର ସମସ୍ତ ଆବଶ୍ୟକୀୟ ଅଧିକାର(Copyrights) ନାହିଁ, ତାହାଲେ ଏହି ଭିଡ଼ିଓ ଉପରେ ବିଜ୍ଞାପନ ରଖିବାକୁ ଭିଡ଼ିଓର ପ୍ରକୃତ ଅଧିକାରଧାରୀ(Originl Owner) ବାଛିଥାଇ ପାରନ୍ତି ଏବଂ ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମରେ ନ ଥାଇ ମଧ୍ୟ ଆପଣଙ୍କ ଚ୍ୟାନେଲର ଭିଡିଓରେ ବିଜ୍ଞାପନ ମଧ୍ୟ ଆସିପାରିବ…