90 ଦଶକର ପିଲାମାନେ ହିଁ କେବଳ ଜାଣିପାରିବେ ଏହି ଖେଳ | ଆମ ସମୟର ହଜି ଯାଉଥିବା ଖେଳ |

90s-nostalgic-outdoor-games

ଆଜି ଆଉ ଆସନ୍ତାକୁ ନାହିଁ ହୋଇଯାଉଛି ଅତୀତ। ସେହିପରି ଅନେକ ପାଲଟିଯାଇଛି ଇତିହାସ। କଳା ସଂସ୍କୃତି ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଯାହା ଆଜି ଅଛି ତାହା ଆସନ୍ତା କାଲିକୁ ରହିବ ବୋଲି ଆମେ କହିପାରିବା ନାହିଁ। ଅତୀତରେ ଏପରି ବହୁତ ଘଟଣା ଘଟିଛି ଯାହା ମଧ୍ୟ ଆମେ ଜାଣିନେ ଓ ଅନେକ ମହାପୁରୁଷ ମଧ୍ୟ ଆସିଛନ୍ତି ଯାହାଙ୍କ ବିଶୟରେ ଆମେ ଅଗୋଚର ନୁହେଁ। ସେହିପରି କିଛି ମଧ୍ୟ ଆମ ସମୟରେ ଘଟିଛି। ତାହା ଘଟିଛି ଆମ ଜୀଵନଚର୍ଯ୍ୟାର ଏକ ଅଙ୍ଗ ଆମେ ନିତିଦିନିଆ ଖେଳ ଉପରେ। ବାସ୍ତବରେ ସମୟ ବହୁତ ବଳବାନ ସମୟ ତାର ସ୍ରୋତରେ ସମସ୍ତଙ୍କୁ ନେଇ ଚାଲିଯାଇଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଆମ ଖେଳ। ଆଜକୁ କେଇ ବର୍ଷ ତଳେ ଆମେ ବା ଆମ ବାପା ଅଜା ମାନେ ଯେଉଁ…

୩୬ ବର୍ଷ ବୟସରେ ବି ଥମିନି ଶାମିଙ୍କ ସ୍ୱପ୍ନ, ୨୦୨୭ ବିଶ୍ୱକପ୍‌କୁ ନଜର

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଜାତୀୟ ଦଳର ଜର୍ସି ପିନ୍ଧିନାହାନ୍ତି । ତଥାପି ଫେରିବାର ଆଶା ଛାଡ଼ିନାହାନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ଆସନ୍ତା ସେପ୍ଟେମ୍ବର ମାସରେ ୩୬ ବର୍ଷରେ ପାଦ ଦେବାକୁ ଥିବା ଶାମିଙ୍କ ପାଇଁ ଏବେ ଏକମାତ୍ର ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ୍‌ । ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶାମି ଶେଷଥର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ । ଏହାପରଠାରୁ ଜାତୀୟ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଘରୋଇ କ୍ରିକେଟ୍‌ରେ କିନ୍ତୁ ସେ ଦବ୍‌ଦବା ଦେଖାଇଆସିଛନ୍ତି । ଗତ ରଣଜୀ ଟ୍ରଫିରେ ୭ଟି ମ୍ୟାଚ୍‌ରୁ ୩୭ ୱିକେଟ୍ ନେଇଥିବା ଶାମି ବିଜୟ ହଜାରେ ଟ୍ରଫିର ୭ଟି ମ୍ୟାଚ୍‌ରେ ମଧ୍ୟ ୧୫ ୱିକେଟ୍ ହାସଲ କରିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ କେବଳ ବୋଲିଂ ନୁହେଁ,…