ବାଙ୍ଗାଲୋର: ସବୁଥର ଭଳି ଏ ଥର ମଧ୍ୟ Xiaomi ମୋବାଇଲ କମ୍ପାନୀ ବଜାରକୁ ନୂଆ ମୋବାଇଲର ପ୍ରବେଶ କରାଇଛି |ଆଜି (27 ଏପ୍ରିଲ 2020) ନିଜର ନୂଆ ମୋବାଇଲ କମ୍ପାନୀ Announce କରିଛି |ଯାହାକି ଖୁବ ଶୀଘ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ |ଏହି ମୋବାଇଲ 5G ହୋଇଥିବା ବେଳେ ଏହାର ନାମ “ସାଓମି ଏମ ଆଇ 10 ୟୁଥ 5G” ରହିଛି | ଆସନ୍ତୁ ଜାଣିବା ଏହାର ଖାସ ଫିଚର ବିଷୟରେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / HSPA / LTE / 5G 2ଜି GSM 850 / 900 / 1800 / 1900 – SIM 1 & SIM 2 3ଜି HSDPA 850 / 900 / 1700(AWS) / 1900…
Month: April 2020
ASUS ଡୁଆଲ ସ୍କ୍ରିନ ଟଚ ଲାପଟପ
ବାଙ୍ଗାଲୋର: ପ୍ରତ୍ୟକ ଦିନ, ଦୁନିଆରେ କିଛି ନା କିଛି ନୂଆ ଜିନିଷ, ନୂଆ ଟେକ୍ନୋଲୋଜି ଇତ୍ୟାଦି ଆମ ଆଖି ସାମ୍ନାକୁ ଆସେ | ନୂଆ ଜିନିଷ ଦେଖିବାକୁ ଯେମିତି ଭଲ ଲାଗେ, ସେମିତି ନୂଆ ଟେକ୍ନୋଲୋଜି ମଧ୍ୟ ଆମକୁ ଆକୃଷ୍ଟ କରି ଥାଏ | ବର୍ତ୍ତମାନ ଦୁନିଆରେ ମୋବାଇଲ ଓ ଲାପଟପ ର ଚାହିଦା କାହିଁରେ କଣ ! ବଜାରକୁ ଆସୁଥିବା ନୂଆ ଲାପଟପରେ ନୂଆ ଟେକ୍ନୋଲୋଜି ସହ ନୂଆ ଫିଚର ମଧ୍ୟ ଯୁବ ବର୍ଗଙ୍କୁ ଆକୃଷ୍ଟ କରୁଛି |ତେବେ ଆଜି ଏଠାରେ ଆମେ ଆଜି ଏମିତି ଏକ ଲାପଟପ କଥା କହିବାକୁ ଯାଉଛୁ ଯାହା, ଲଞ୍ଚ ହେବା ପରେ ଅନ୍ୟ ସମସ୍ତ ଲାପଟପ କମ୍ପାନୀକୁ ଚିନ୍ତାରେ ପକାଇ ଦେଇଥିବା ବେଳେ, ବର୍ତମାନର ସମୟ ପାଇଁ ଏକ ନୂଆ ଟେକ୍ନୋଲୋଜି | ଏହି ଲାପଟପ ହେଉଛି ASUS…
ଆପଲର ନୂଆ ସ୍ମାର୍ଟ ଫୋନ ଲଞ୍ଚ୍
ବାଙ୍ଗାଲୋର: ଭାରତ ମୋବାଇଲ ଫୋନର ଏକ ବଡ଼ ବଜାର କହିଲେ ଅତ୍ୟୁକ୍ତି ହେବ ନାହିଁ | ପ୍ରତିଦିନ କିଛି ନା କିଛି ମୋବାଇଲ ଏଠାରେ ଲଞ୍ଚ ହେଇଥାଏ | ଗତ ସପ୍ତାହରେ ଆପଲ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି | ଏହାର ନାମ iphone SE ଅଟେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / CDMA / HSPA / EVDO / LTE 2ଜି GSM 850 / 900 / 1800 / 1900, CDMA 800 / 1900 3ଜି HSDPA 850 / 900 / 1700(AWS) / 1900 / 2100 CDMA2000 1xEV-DO 4ଜି LTE band 1(2100), 2(1900), 3(1800), 4(1700/2100), 5(850), 7(2600), 8(900), 11(1500), 12(700), 13(700),…
ହାତ ନାହିଁ ବୋଲି ମାଙ୍କଡ଼କୁ ଖୁଆଇଦେଲେ ପୁଲିସ୍ ଅଧିକାରୀ
ଲକ୍ଷ୍ନୌ: ଲକ୍ଡାଉନ୍ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…
କରୋନା କବଳରେ ବାଘୁଣୀ
ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ…