Blog

ସାଓମି ଏମ ଆଇ 10 ୟୁଥ 5G ଲଞ୍ଚ (Xiaomi Mi 10 Youth 5G)

Xiaomi Mi 10 Youth 5G

ବାଙ୍ଗାଲୋର: ସବୁଥର ଭଳି ଏ ଥର ମଧ୍ୟ Xiaomi ମୋବାଇଲ କମ୍ପାନୀ ବଜାରକୁ ନୂଆ ମୋବାଇଲର ପ୍ରବେଶ କରାଇଛି |ଆଜି (27 ଏପ୍ରିଲ 2020) ନିଜର ନୂଆ ମୋବାଇଲ କମ୍ପାନୀ Announce କରିଛି |ଯାହାକି ଖୁବ ଶୀଘ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ |ଏହି ମୋବାଇଲ 5G ହୋଇଥିବା ବେଳେ ଏହାର ନାମ “ସାଓମି ଏମ ଆଇ 10 ୟୁଥ 5G” ରହିଛି | ଆସନ୍ତୁ ଜାଣିବା ଏହାର ଖାସ ଫିଚର ବିଷୟରେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / HSPA / LTE / 5G   2ଜି GSM 850 / 900 / 1800 / 1900 – SIM 1 & SIM 2   3ଜି HSDPA 850 / 900 / 1700(AWS) / 1900…

ASUS ଡୁଆଲ ସ୍କ୍ରିନ ଟଚ ଲାପଟପ

ବାଙ୍ଗାଲୋର: ପ୍ରତ୍ୟକ ଦିନ, ଦୁନିଆରେ କିଛି ନା କିଛି ନୂଆ ଜିନିଷ, ନୂଆ ଟେକ୍ନୋଲୋଜି ଇତ୍ୟାଦି ଆମ ଆଖି ସାମ୍ନାକୁ ଆସେ | ନୂଆ ଜିନିଷ ଦେଖିବାକୁ ଯେମିତି ଭଲ ଲାଗେ, ସେମିତି ନୂଆ ଟେକ୍ନୋଲୋଜି ମଧ୍ୟ ଆମକୁ ଆକୃଷ୍ଟ କରି ଥାଏ | ବର୍ତ୍ତମାନ ଦୁନିଆରେ ମୋବାଇଲ ଓ ଲାପଟପ ର ଚାହିଦା କାହିଁରେ କଣ ! ବଜାରକୁ ଆସୁଥିବା ନୂଆ ଲାପଟପରେ ନୂଆ ଟେକ୍ନୋଲୋଜି ସହ ନୂଆ ଫିଚର ମଧ୍ୟ ଯୁବ ବର୍ଗଙ୍କୁ ଆକୃଷ୍ଟ କରୁଛି |ତେବେ ଆଜି ଏଠାରେ ଆମେ ଆଜି ଏମିତି ଏକ ଲାପଟପ କଥା କହିବାକୁ ଯାଉଛୁ ଯାହା, ଲଞ୍ଚ ହେବା ପରେ ଅନ୍ୟ ସମସ୍ତ ଲାପଟପ କମ୍ପାନୀକୁ ଚିନ୍ତାରେ ପକାଇ ଦେଇଥିବା ବେଳେ, ବର୍ତମାନର ସମୟ ପାଇଁ ଏକ ନୂଆ ଟେକ୍ନୋଲୋଜି | ଏହି ଲାପଟପ ହେଉଛି ASUS…

ଆପଲର ନୂଆ ସ୍ମାର୍ଟ ଫୋନ ଲଞ୍ଚ୍

ବାଙ୍ଗାଲୋର: ଭାରତ ମୋବାଇଲ ଫୋନର ଏକ ବଡ଼ ବଜାର କହିଲେ ଅତ୍ୟୁକ୍ତି ହେବ ନାହିଁ | ପ୍ରତିଦିନ କିଛି ନା କିଛି ମୋବାଇଲ ଏଠାରେ ଲଞ୍ଚ ହେଇଥାଏ | ଗତ ସପ୍ତାହରେ ଆପଲ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି | ଏହାର ନାମ iphone SE ଅଟେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / CDMA / HSPA / EVDO / LTE   2ଜି GSM 850 / 900 / 1800 / 1900, CDMA 800 / 1900   3ଜି HSDPA 850 / 900 / 1700(AWS) / 1900 / 2100 CDMA2000 1xEV-DO   4ଜି LTE band 1(2100), 2(1900), 3(1800), 4(1700/2100), 5(850), 7(2600), 8(900), 11(1500), 12(700), 13(700),…

ହାତ ନାହିଁ ବୋଲି ମାଙ୍କଡ଼କୁ ଖୁଆଇଦେଲେ ପୁଲିସ୍‌ ଅଧିକାରୀ

ଲକ୍ଷ୍ନୌ: ଲକ୍‌ଡାଉନ୍‌ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍‌ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍‌ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍‌ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…

କରୋନା କବଳରେ ବାଘୁଣୀ

ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍‌ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ…

ଅନଲାଇନ ରୁ କିପରି ରୋଜଗାର କରିବେ ? 6 ସହଜ ଉପାୟ ଜାଣନ୍ତୁ…

ଡିଜିଟାଲ୍ ଯୁଗରେ, ଇଣ୍ଟରନେଟ୍ ବ୍ୟକ୍ତିବିଶେଷଙ୍କ ପାଇଁ ନିଜ ଘରର ଆରାମରୁ ରୋଜଗାର କରିବା ପାଇଁ ଅଗଣିତ ସୁଯୋଗ ଖୋଲିଛି | ଆପଣ ଆପଣଙ୍କର ଆୟକୁ ସପ୍ଲିମେଣ୍ଟ କରିବାକୁ କିମ୍ବା ଏକ ପୂର୍ଣ୍ଣକାଳୀନ ଅନ୍ଲାଇନ୍ ବ୍ୟବସାୟ ସୃଷ୍ଟି କରିବାକୁ ଚାହୁଁଛନ୍ତି କି, ଏକ୍ସପ୍ଲୋର୍ କରିବାକୁ ବିଭିନ୍ନ ଉପାୟ ଅଛି | ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଅନଲାଇନରେ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବାକୁ କିଛି ପ୍ରମାଣିତ ପଦ୍ଧତି ଏବଂ ରଣନୀତି ବିଷୟରେ ଅନୁସନ୍ଧାନ କରିବୁ | ତେଣୁ, ଚାଲନ୍ତୁ ଅନଲାଇନ୍ ଦୁନିଆର ସମ୍ଭାବନାକୁ ଅନଲକ୍ କରିବା | ଡିଜିଟାଲ ବିପ୍ଳବ ବ୍ୟକ୍ତିବିଶେଷଙ୍କୁ ଅନଲାଇନରେ ଟଙ୍କା ରୋଜଗାର ପାଇଁ ଅସଂଖ୍ୟ ସୁଯୋଗ ପ୍ରଦାନ କରିଛି | ଆପଣ ଏକ ଇ-ବାଣିଜ୍ୟ ବ୍ୟବସାୟ, ଫ୍ରିଲାନ୍ସ, ବିଷୟବସ୍ତୁ ସୃଷ୍ଟି କରିବା, ଅନଲାଇନ୍ ପାଠ୍ୟକ୍ରମ ପ୍ରଦାନ କରିବା, ଡ୍ରପସିପ୍ ଆରମ୍ଭ କରିବା କିମ୍ବା…

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜୀବନ, ୫ ଗୁରୁତର

ସୋନପୁର: ମଙ୍ଗଳବାର ସକାଳୁ ଦୁଃଖଦ ଖବର ଆସି ପହଞ୍ଚିଛି। ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଥିବାବେଳେ ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ଥିବା ଅଟୋ ଓ ବାଇକକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଏପରି ଏକ ଦୁର୍ଘଟଣା ଘଟି ଅଟୋରେ ଥିବା ୭ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ଆହତଙ୍କ ସମେତ ସମସ୍ତ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଜୀ ଛାଡ଼ିବା ପରେ ଆଜ୍‌ ତକ୍‌ରେ ଯୋଗଦେଲେ ସୁଧୀର ଚୌଧୁରୀ

ନୂଆଦିଲ୍ଲୀ: ଜୀ ନ୍ୟୁଜ୍‌ (Zee News)ର ଏଡିଟର-ଇନ୍-ଚିଫ୍‌ ତଥା ସିଇଓ ପଦବୀରୁ ଇସ୍ତଫା ଦେଇଥିବା ସୁଧୀର ଚୌଧୁରୀ ଶେଷରେ ଅପେକ୍ଷାର ଅନ୍ତ ଘଟାଇଛନ୍ତି। ସେ ଅନ୍ୟ ଏକ ପ୍ରମୁଖ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଆଜ୍‌ ତକ୍‌ର (Aaj Tak) ‘କନସଲ୍ଟିଂ ଏଡିଟର’ ଭାବେ ଯୋଗ ଦେଇଛନ୍ତି। ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍‌ ଆଜ୍‌ ତକ୍ ଇଣ୍ଡିଆ ଟୁଡେ (India Today) ଗ୍ରୁପ୍‌ର ଏକ ଅଂଶବିଶେଷ। ମିଳିଥିବା ଖବର ଅନୁଯାୟୀ, ସୁଧୀର ଚୌଧୁରୀ ଆଜ୍‌ ତକ୍‌ରେ ଏକ ନୂଆ କାର୍ଯ୍ୟକ୍ରମ ହୋଷ‌୍ଟ କରିବେ। ସୁଧୀରଙ୍କ ଯୋଗଦାନ ପରେ ଚ୍ୟାନେଲ ଆହୁରି ଅଧିକ ସଫଳତା ପାଇବ ବୋଲି ଆଶା କରାଯାଉଛି।

ଇନରହ୍ବିଲ୍‌ କ୍ଲବ୍‌ କଟକ ସେଣ୍ଟ୍ରାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

କଟକ: ଇନରହ୍ବିଲ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ନ୍ୟାସନାଲ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଡାକ୍ତରମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ। ବିଶେଷ କରି ଏହି କରୋନା ଯୋଦ୍ଧାମାନଙ୍କର କୋଭିଡ୍‌ ମହାମାରୀ ସମୟରେ ତୁଲାଇଥିବା ଭୂମିକା ପ୍ରଶଂସନୀୟ ବୋଲି କ୍ଲବ୍‌ର ସଭାପତି ମିନାକ୍ଷୀ ମିଶ୍ର ମତବ୍ୟକ୍ତ କରିଥିଲେ। କ୍ଲବ୍‌ ସମ୍ପାଦିକା ବାଣୀ ନିର୍ମାଲ୍ୟ ଇନରହ୍ବିଲ୍‌ ପ୍ରାର୍ଥନା ପାଠ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ବରର ପ୍ରେସିଡେଣ୍ଟ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଓ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ମିହିର କୁମାର ମହାପାତ୍ର ଏବଂ ସର୍ଜନ ଡକ୍ଟର ମହମ୍ମଦ ଆଲମଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଛି। ଚାର୍ଟାର୍ଡ ସଭାପତି ମଞ୍ଜୁ ନାୟକ , ପିପି ସୁରମା ମହାନ୍ତି, ଆଇଏସଓ ପଲ୍ଲବୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ।…

ଯଦି ଆପଣ ଗୁଗୁଲରେ ଏହି ଜିନିଷଟି ସନ୍ଧାନ କରନ୍ତି, ତେବେ ସିଧା ଜେଲକୁ ଯିବେ ! ଏକ ଛୋଟ ଭୁଲ ବହୁତ ଭାରୀ ପଡ଼ିବ…

ଆମେ ସମସ୍ତେ କିଛି ଖୋଜିବାକୁ କିମ୍ବା କାହାଠାରୁ ସୂଚନା ପାଇବା ପାଇଁ ପ୍ରତିଦିନ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରୁ, କିନ୍ତୁ ଆପଣ ଜାଣନ୍ତି କି କିଛି ଜିନିଷ ଅଛି ଯାହା ଗୁଗୁଲରେ ଖୋଜିବା କଷ୍ଟକର ହୋଇପାରେ | ଯଦି ନୁହେଁ, ତେବେ ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ 3 ଟି ଜିନିଷ ବିଷୟରେ କହିବୁ | Google Search: ଆଜି, ଯଦି ଆମେ ଇଣ୍ଟରନେଟରେ କିଛି ଖୋଜିବାକୁ ଚାହୁଁ, ତେବେ ଆମେ ପ୍ରଥମେ ଗୁଗୁଲକୁ ଯିବା କାରଣ ଏଠାରେ ଆମେ ଆବଶ୍ୟକୀୟ ସୂଚନା ପାଇଥାଉ | କିନ୍ତୁ ଗୁଗୁଲରେ କୌଣସି ବି ଜିନିଷ ଖୋଜିବା ଆପଣଙ୍କ ଉପରେ ଭାରୀ ହୋଇପାରେ, ହଁ, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଗୁଗୁଲରେ ଖୋଜି ପାରିବେ ନାହିଁ କାରଣ ଏହା କରିବା ଏକ ଅପରାଧ ଯାହା ଆପଣଙ୍କୁ…