ଅରବିନ୍ଦ ମହାନ୍ତି “ନ ମାଧବସମୋ ମାସ ନକୃତେନ ଯୁଗ ସମଂ,ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ । ସେଇ ବୈଶାଖ ମାସ ଓ ବିଷୁବ ସଂକ୍ରାନ୍ତି ଓଡ଼ିଆଙ୍କ ଜନଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଶାଖ ବର୍ଷର ପ୍ରଥମ ଦିନ, ଏଇ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ବୈଶାଖ ଦାନଧର୍ମର ମାସ, ଗାଁ ଗହଳିରେ ଘରେ ଘରେ ବୈଶାଖ୍ୟ ମାହାତ୍ମ୍ୟ ପାଠ ହୁଏ, ବ୍ରତ ପାଳନ ହୁଏ । ଏ ମାସରେ ଦାନଧର୍ମରେ ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ । ଗ୍ରୀଷ୍ମଋତୁରେ ତୃଷାର୍ତ୍ତକୁ ପାଣି ମୁନ୍ଦିଏ ଦେଲେ ଅଶେଷ ପୁଣ୍ୟ ହୁଏ…
Blog
ମହାଶିବରାତ୍ରୀ ମାହାତ୍ମ୍ୟ
ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…
ଅର୍ଶ (Piles or Hemorrhoids)
ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ ସନ୍ଦର୍ଭ ହେବ… ଯାହା ଦ୍ବାରା କି ଏ ରୋଗ ସମ୍ବନ୍ଧରେ ଜାଣିବା ପାଇଁ ଏକ ବିରକ୍ତିକର ଅବସ୍ଥା ସୃଷ୍ଟି ହେବ ଆମ ସାଧାରଣ ଲୋକଟିଏ ପାଇଁ…ତେଣୁ ଏଠି ଚୁମ୍ବକରେ “ଅର୍ଶ”ରୋଗ ବିଷୟରେ ଲେଖିବା ପାଇଁ ପ୍ରୟାସ କରିଛି ॥ ଉତ୍ପତ୍ତି –ମଳଦ୍ବାର ହିଁ “ଅର୍ଶ”ରୋଗର ଉତ୍ପତ୍ତି ସ୍ଥାନ ଅଟେ…ଏହି ରୋଗରେ ମଳଦ୍ବାରର ବାହାରେ ବା ଭିତରେ ନାନା ପ୍ରକାର ମାଂସାଙ୍କୁର ଜନ୍ମିଥାଏ…ବାହ୍ୟ ଭାଗରେ ଉତ୍ପନ୍ନ ହେଉଥିବା ମାଂସାଙ୍କୁର…
ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ
ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…
ବହି
ବହି, ତୁ ମୋର ପିଲାଦିନର ସାଥି,ବୁଲେଇଛୁ କେତେ ଦେଶ ବିଦେଶରେ,ଦେଖେଇଛୁ କେତେ ନଦୀ ପାହାଡ଼ ଅରଣ୍ୟରେ,ଶୁଣେଇଛୁ କେତେ ଇତିହାସ ମୋ କାନ ପାଖେ,ମୁଁ ତ ସେଇଠି ଠିଆ ହୋଇଛି, ଯୋଉଠି ତତେ ଦେଖିଥିଲି;ତୁ ମୋ ସାଥେ ସବୁଆଡେ ବୁଲିଲୁ,ତୋ ପୃଷ୍ଠା ବଦଳିଲା ପରିଧିରେ ଧିରେ ମତେ ବଦଳେଇଲୁ ;ତୁ ସେଇ ଥାକରେ ଥା ଯୋଉଠୁ ତତେ ଆଣିଥିଲି | ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ
ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।
କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ କବିଙ୍କ ପିତା:- ମୁକୁନ୍ଦ ମହାପାତ୍ରକବିଙ୍କ ମାତା:- ଶୋଭା ଦେଇକବିଙ୍କ ପତ୍ନୀ:- ଖଞ୍ଜନା *କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା। *କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ। *କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ…
ଓଡ଼ିଶାର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ ବିବାହ କଲେ ବଲିଉଡ଼ ଅଭିନେତ୍ରୀଙ୍କ ସହ
ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ ବିଶ୍ୱ କଲ୍ୟାଣ ରଥ ଓ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହିଙ୍କ ବିବାହ ଲୋକପ୍ରିୟ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତଥା ବିଷୟବସ୍ତୁ ନିର୍ମାତା ବିଶ୍ୱ କଲ୍ୟାଣ ରଥ ଡିସେମ୍ବର 9 ରେ ଟେଲିଭିଜନ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହିଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେଲେ |ଏଠାରେ ଆମେ ଜଣାଇ ଦେଉଅଛୁ କି ସାରା ଦେଶରେ ସେମାନେ ପରିଚିତ ହୋଇଥିବା ବେଳେ, ଦୁଇ ଜଣଙ୍କ ଘର ଓଡ଼ିଶାରେ | ହାସ୍ୟ ଅଭିନେତା ତାଙ୍କ ବିବାହ ସମାରୋହର ଫଟୋ ସେୟାର ଇନଷ୍ଟାଗ୍ରାମରେ କରିଥିଲେ । ଫଟୋ ସହିତ ବିଶ୍ୱ ଲେଖିଛନ୍ତି, “ବିଶ୍ୱ ବିବାହିତ ଲୋକ”( Biswa Married Aadmi) | ଅମ୍ବର ଧାରା ଏବଂ ଦୋ ସହେଲିଆଙ୍କ ପରି ଟିଭି ଶୋ’ର ଅଂଶ ହୋଇଥିବା ସୁଲଗ୍ନା ମଧ୍ୟ ତାଙ୍କ ବିବାହ ଦିନର ଚିତ୍ର ସେୟାର କରିଥିଲେ।ଫଟୋ…
ଶୀତ 2020 ଭିଜୁଆଲ୍ ଟ୍ରେଣ୍ଡ୍: ଫଟୋଗ୍ରାଫି ପାଇଁ ଗାଇଡ୍ |
ଫଟୋଗ୍ରାଫି ବିଷୟରେ ଶୀତ ଅନେକ ସମ୍ଭାବନା ପ୍ରଦାନ କରେ | ଭାସ୍କର୍ଯ୍ୟ ଏବଂ ପରିବେଶର ବିବିଧତା ଆମକୁ ସୃଜନଶୀଳ ହେବାକୁ ଏବଂ ଯାଦୁକରୀ ମୁହୂର୍ତ୍ତ ଏବଂ ସ୍ଥାନଗୁଡ଼ିକୁ କ୍ୟାପଚର୍ କରିବାକୁ ଅନୁମତି ଦିଏ |ଆମେ ନୂତନ ଏବଂ ଉତ୍ସାହୀ ଫଟୋଗ୍ରାଫରମାନଙ୍କ ପାଇଁ ଏହି ଗାଇଡ୍ ପ୍ରସ୍ତୁତ କରିଛୁ | ଗାଇଡ୍ ଭିତରେ, ଆମେ ଆପଣଙ୍କୁ ଟ୍ରେଣ୍ଡର ଗୁରୁତ୍ୱପୂର୍ଣ୍ଣ ଅଂଶ ଦେଇ ଗତି କରିବୁ, ଯେପରିକି ଆପଣ ଆଶ୍ଚର୍ଯ୍ୟଜନକ ଶଟ୍ ନେଇପାରିବେ | ଉପଭୋକ୍ତାଙ୍କର ପସନ୍ଦ ଏବଂ ବର୍ଷର ଏହି ସମୟରେ ସେମାନେ ଯାହା ଖୋଜୁଛନ୍ତି, ତାହା ଉପରେ ଆମେ ଆମର ସୁପାରିଶକୁ ଆଧାର କରିଛୁ | ଆମେ ଆଶା କରୁଛୁ ଆପଣ ଏହାକୁ ଉପଯୋଗୀ ପାଇବେ! ଆପଣ ଆରମ୍ଭ କରିବା ପୂର୍ବରୁ ଶୀତକାଳୀନ ଦୃଶ୍ୟ ଇନଡୋର ସ୍ପେସ୍ ଖ୍ରୀଷ୍ଟମାସ ଫଟୋଗ୍ରାଫି ଏରିଆଲ୍ ଫଟୋଗ୍ରାଫି ପ୍ରାମାଣିକତା ରଙ୍ଗ କ୍ୟାପଚର୍…
କାର୍ତ୍ତିକ ମାସ ଓ ଛାଡ଼ଖାଇ | କାହିଁକି, କିପରି ଓ କେତେବେଳେ ? ଜାଣନ୍ତୁ ଛାଡ଼ଖାଇ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |
ଉତ୍କଳୀୟ ପର୍ବପର୍ବାଣି ଓ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଏକ ପ୍ରମୁଖ ପର୍ବ ରୂପରେ ଗୃହୀତ |ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ସମୁଦ୍ର ବକ୍ଷରେ ପୋତ ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜମାନଙ୍କୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ |ସେଥିପାଇଁ ସାଧବବଧୂମାନେ ବୋଇତକୁ ବନ୍ଦାପନା କରି ବିଦାୟ ଦିଅନ୍ତି ଏବଂ ସର୍ବଶୁଭରେ ଫେରିଆସିବା ପାଇଁ କାମନା କରନ୍ତି | ସମୁଦ୍ରବକ୍ଷରେ ଯାତ୍ରା କରିବାପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଥାଏ |ଜଳପଥରେ ପାଣିପାଗ ଅନୁସାରେ ଯାତ୍ରା କରିବା ପାଇଁ କାର୍ତ୍ତିକ ମାସର ପୂର୍ଣ୍ଣିମା ହିଁ ପ୍ରଶସ୍ତ ସମୟ କାରଣ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ପ୍ରାୟତଃ ଶାନ୍ତ ରହିଥାଏ, ଯାତ୍ରା ପାଇଁ ସହଜ ହୁଏ |ଆଷାଢ଼ ମାସ ବେଳକୁ ବର୍ଷା ଆସିଯାଏ |ତେଣୁ ଯେଉଁମାନେ ଵାଣିଜ୍ୟକରି ଯାଆନ୍ତି ପପ୍ରାୟତଃ ମାଘ ମାସ ବେଳକୁ କିମ୍ବା ବୈଶାଖ ମାସ…
କାର୍ତ୍ତିକ ପୂର୍ଣ୍ଣିମା / ବୋଇତ ବନ୍ଦାଣ ଉତ୍ସବ କାହିଁକି ହୁଏ ?
କୁହୁଡିର ସ୍ପର୍ଷରେ ଯେତବେଳେ ଶିତୁଆ ସକାଳ ସ୍ବାଗତ ଜଣାଏ ଗାଁର ସବୁ ଘରେ ଚରୁଠାରେ ଜଳୁଥାଏ ଦୀପ। କାର୍ତ୍ତିକ ! ଚତୁଃମାସର ଶେଷ ମାସ ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଯାହାକୁ ଆମେ ସାଧାରଣତଃ କହୁ କାର୍ତ୍ତିକ ପୁର୍ଣ୍ଣିମା, ପରିଚୟ ଦେଇଥାଏ ସମଗ୍ର ଓଡି଼ଶାର ପ୍ରାଚିନ ନୌବାଣିଜ୍ୟର,ଯାହାର ସ୍ମୃତିକୁ ସ୍ମରଣ କରି ଆମେ ଭସାଇଥାଉ ଡଙ୍ଗା। ଆଜି ଆମେ ଯେପରି ଟଙ୍କା ଦେଇ ବସ୍ତୁ କ୍ରୟ କରୁଛେ ଆଜକୁ ୧୦୦୦ , ୨୦୦୦ ବର୍ଷ ତଳେ ତାହା ନଥିଲା। ସେତବେଳେ ବସ୍ତୁର ହିଁ ଅଦଳ ବଦଳ ହେଉଥିଲା। ଆମେ ଯଦି ଆମ ଓଡି଼ଶାକୁ ଦୃଷ୍ଟିଗୋଚରକୁ ଆଣିବା ଓଡି଼ଶା ହେଉଛି କଳାର ଦେଶ । ଆଜକୁ ୧୦୦୦ ବର୍ଷ ପୂର୍ବେ ଆମର ସାଧବ ମାନେ ବହୁତ ଥିଲେ ଯେ କି ଏ ବ୍ୟବସାୟ କରୁଥିଲେ। ତେବେ ସେମାନେ…