“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ।ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ପୁରାଣରେ ଏହି ପଞ୍ଚଦେବତା(ଗଣେଶ, ନାରାୟଣ, ରୁଦ୍ର, ଅମ୍ବା, ସୂର୍ଯ୍ୟ)ଙ୍କୁ ସର୍ବମାନ୍ୟ ବା ସମସ୍ତ କ୍ଷେତ୍ରରେ ପୂଜାରେ ଆଦ୍ୟ ବୋଲି ଧରାଯାଏ ଏହି ମାନଙ୍କ ମଧ୍ୟରୁ ଅଗ୍ରପୂଜ୍ୟ ହେଲେ ଶ୍ରୀ ଗଜାନନ। ବିଘ୍ନବିନାଶନ ଶଙ୍କଟନାଶନ ଅଗ୍ରପୂଜ୍ୟ ଶ୍ରୀ ଗଜାନନ! ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡେ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣ ମାନଙ୍କର ସେନାପତି ଓ ପ୍ରତ୍ୟେକ ଦେବଦେବୀ ବା ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କଲା ସେ କର୍ମ ବିନା ବାଧ ବିଘ୍ନରେ ସୃଚାର ରୂପେ ହୋଇଥାଏ। ଶ୍ରୀ ଗଣେଶ ଏକ ଅନନ୍ୟ ଶରୀର ଯାହାଙ୍କର ଶରୀର ମାନବ କିନ୍ତୁ ମସ୍ତକ ହସ୍ତୀର। ବିଦ୍ୟା ବୁଦ୍ଧିର ଦେବତା…
Category: ବର୍ତ୍ତମାନର ଖବର
କରୋନାଭାଇରସ୍ | କାହିଁକି ? କିପରି ? କେମିତି ?
କରୋନାଭାଇରସ୍ ହେଉଛି ସମ୍ପୃକ୍ତ RNA ଜୀବାଣୁ ଯାହା ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀମାନଙ୍କଠାରେ ରୋଗ ସୃଷ୍ଟି କରେ | ମଣିଷ ଏବଂ ପକ୍ଷୀମାନଙ୍କଠାରେ, ସେମାନେ ଶ୍ୱାସକ୍ରିୟାରେ ସଂକ୍ରମଣ ସୃଷ୍ଟି କରନ୍ତି ଯାହା ସାମାନ୍ୟରୁ ସାଂଘାତିକ ହୋଇପାରେ | ମଣିଷର ସାମାନ୍ୟ ରୋଗରେ ସାଧାରଣ ଥଣ୍ଡାର କେତେକ ଘଟଣା ଅନ୍ତର୍ଭୁକ୍ତ (ଯାହାକି ଅନ୍ୟ ଭୂତାଣୁ, ମୁଖ୍ୟତ ରାଇନୋଭାଇରସ୍ ଦ୍ୱାରା ମଧ୍ୟ ହୋଇଥାଏ), ଅଧିକ ସାଂଘାତିକ ପ୍ରକାର SARS, MERS, ଏବଂ COVID-19 ହୋଇପାରେ | ଗାଇ ଏବଂ ଘୁଷୁରିରେ ସେମାନେ ଡାଇରିଆ ସୃଷ୍ଟି କରୁଥିବାବେଳେ ମୂଷାରେ ସେମାନେ ହେପାଟାଇଟିସ୍ ଏବଂ ଏନସେଫାଲୋମିଏଲାଇଟିସ୍ ସୃଷ୍ଟି କରନ୍ତି। ମାନବ କରୋନାଭାଇରସ୍ ସଂକ୍ରମଣକୁ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ ଏପର୍ଯ୍ୟନ୍ତ(19.08.2020) କୌଣସି ଟିକା କିମ୍ବା ଆଣ୍ଟିଭାଇରାଲ୍ ଔଷଧ ନାହିଁ। କରୋନାଭିରାଇସ୍ ପରିବାରରେ କରୋନାଭାଇରାଇସ୍, ନିଡୋଭାଇରାଲେସ୍ ଏବଂ ରିବୋଭିରିଆର ଉପ ପରିବାରରେ ଅର୍ଥୋକୋରୋନାଭିରିନା…
ସ୍ବାଧୀନତା ସଂଗ୍ରାମରେ ଓଡି଼ଶାର ଭୂମିକା
ସ୍ବାଧୀନତା ପାଇଁ ଭାରତର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ରଙ୍କ (ଯେ କି ଥିଲେ ଖୋର୍ଦ୍ଧା ରାଜାଙ୍କର ସଜନାପତି) ଅଧିନରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଏଇ ବିଦ୍ରୋହ। ୧୮୧୭ ମସିହାରେ ହଜାର ହଜାର ପାଇକମାନଙ୍କ ସାହାର୍ଯ୍ୟ ଓ ବୀରତ୍ବ ବଳରେ ସେତବେଳେ ଏ ସଂଗ୍ରାମ ହୋଇଥିଲା। ବର୍ତ୍ତମାନ ଜାଣିବା କିଛି ଏପରି ସ୍ବାଧୀନତା ସଂଗ୍ରାମୀଙ୍କ ବିଶୟରେ ଯେ ଏ ଜାତି ପାଇଁ ଏ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇ ଦେଇଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆନନ୍ଦରେ ଦିନ କାଟୁଛେ। ବାଜି ରାଉତ: ୧୮୩୮ ମସିହା ଅକ୍ଟୋବର ୧୦ ତାରିଖ ଦିନ ଦୁଇପହରଟାରେନିଜ ଡଙ୍ଗା ଉପରେ ଥାଏ ଢେଙ୍କାନାଳର ସେହି ସାହାସୀ ବାଳକ ବାଜି ରାଉତ। ଦୂରରୁ ଦେଖିପାରିଲା…
(ସୁ) ରକ୍ଷା (ର) ବନ୍ଧନ
ପିଲାଦିନେ, ମୋର ମନେ ଅଛି ଯେଉଁଥିରେ ଆମେ ଆମ ଘର ନିକଟ ଷ୍ଟୋର୍କୁ ଯିବା ଏବଂ ଉତ୍ସାହର ସହିତ ପ୍ରଦର୍ଶନରେ ଥିବା ଅଗଣିତ ରାଖୀଙ୍କ ମଧ୍ୟରେ, ଆମର ପ୍ରିୟ ଭାଇମାନଙ୍କୁ ଉପହାର ଦେବା ପାଇଁ ସର୍ବୋତ୍ତମ ଚୟନ କରିବା| ଏହା ଅଗଷ୍ଟ ଏବଂ ଏହାର ଅର୍ଥ କେବଳ ଗୋଟିଏ ଜିନିଷ ହୋଇପାରେ: ପର୍ବ – ଭାରତରେ ପସରା ଖୋଲିବ ପର୍ବପର୍ବାଣି | ଏହି ବର୍ଷ, ଅଗଷ୍ଟ 3 ତାରିଖ, ରକ୍ଷା ବନ୍ଧନ |ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ…
ଓଡ଼ିଶା ରାଜଧାନୀରେ ରେଳ ଟ୍ରାକରେ ମୃତ୍ୟୁ
ଭୁବନେଶ୍ୱର: ଆଜି ଓଡିଶା ରାଜଧାନୀର ଲିଙ୍ଗରାଜ ମନ୍ଦିର ରୋଡ ଷ୍ଟେସନ ନିକଟରେ ରେଳ ଟ୍ରାକରେ ଜଣେ ପ୍ରେରଣାଦାୟକ ବକ୍ତା ତଥା ସାମାଜିକ କର୍ମୀଙ୍କ ମୃତଦେହ ମିଳିଛି । ମୃତକଙ୍କ ନାମ ଆଦିତ୍ୟ ଦାଶ ବୋଲି ଜଣାପଡିଛି। ଫେସବୁକରେ 80,000 ରୁ ଅଧିକ ଅନୁଗାମୀ ଥିବା ପ୍ରେରଣାଦାୟକ ବକ୍ତାଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଚକିତକାରୀ ରୂପେ ଆସିଥିଲା। ଆଦିତ୍ୟ ଜୁନ୍ 9 ରେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ସେ ଭୟଭୀତ ଅନୁଭବ କରୁଥିଲେ।
ସାଓମି ଏମ ଆଇ 10 ୟୁଥ 5G ଲଞ୍ଚ (Xiaomi Mi 10 Youth 5G)
ବାଙ୍ଗାଲୋର: ସବୁଥର ଭଳି ଏ ଥର ମଧ୍ୟ Xiaomi ମୋବାଇଲ କମ୍ପାନୀ ବଜାରକୁ ନୂଆ ମୋବାଇଲର ପ୍ରବେଶ କରାଇଛି |ଆଜି (27 ଏପ୍ରିଲ 2020) ନିଜର ନୂଆ ମୋବାଇଲ କମ୍ପାନୀ Announce କରିଛି |ଯାହାକି ଖୁବ ଶୀଘ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ |ଏହି ମୋବାଇଲ 5G ହୋଇଥିବା ବେଳେ ଏହାର ନାମ “ସାଓମି ଏମ ଆଇ 10 ୟୁଥ 5G” ରହିଛି | ଆସନ୍ତୁ ଜାଣିବା ଏହାର ଖାସ ଫିଚର ବିଷୟରେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / HSPA / LTE / 5G 2ଜି GSM 850 / 900 / 1800 / 1900 – SIM 1 & SIM 2 3ଜି HSDPA 850 / 900 / 1700(AWS) / 1900…
ASUS ଡୁଆଲ ସ୍କ୍ରିନ ଟଚ ଲାପଟପ
ବାଙ୍ଗାଲୋର: ପ୍ରତ୍ୟକ ଦିନ, ଦୁନିଆରେ କିଛି ନା କିଛି ନୂଆ ଜିନିଷ, ନୂଆ ଟେକ୍ନୋଲୋଜି ଇତ୍ୟାଦି ଆମ ଆଖି ସାମ୍ନାକୁ ଆସେ | ନୂଆ ଜିନିଷ ଦେଖିବାକୁ ଯେମିତି ଭଲ ଲାଗେ, ସେମିତି ନୂଆ ଟେକ୍ନୋଲୋଜି ମଧ୍ୟ ଆମକୁ ଆକୃଷ୍ଟ କରି ଥାଏ | ବର୍ତ୍ତମାନ ଦୁନିଆରେ ମୋବାଇଲ ଓ ଲାପଟପ ର ଚାହିଦା କାହିଁରେ କଣ ! ବଜାରକୁ ଆସୁଥିବା ନୂଆ ଲାପଟପରେ ନୂଆ ଟେକ୍ନୋଲୋଜି ସହ ନୂଆ ଫିଚର ମଧ୍ୟ ଯୁବ ବର୍ଗଙ୍କୁ ଆକୃଷ୍ଟ କରୁଛି |ତେବେ ଆଜି ଏଠାରେ ଆମେ ଆଜି ଏମିତି ଏକ ଲାପଟପ କଥା କହିବାକୁ ଯାଉଛୁ ଯାହା, ଲଞ୍ଚ ହେବା ପରେ ଅନ୍ୟ ସମସ୍ତ ଲାପଟପ କମ୍ପାନୀକୁ ଚିନ୍ତାରେ ପକାଇ ଦେଇଥିବା ବେଳେ, ବର୍ତମାନର ସମୟ ପାଇଁ ଏକ ନୂଆ ଟେକ୍ନୋଲୋଜି | ଏହି ଲାପଟପ ହେଉଛି ASUS…
ଆପଲର ନୂଆ ସ୍ମାର୍ଟ ଫୋନ ଲଞ୍ଚ୍
ବାଙ୍ଗାଲୋର: ଭାରତ ମୋବାଇଲ ଫୋନର ଏକ ବଡ଼ ବଜାର କହିଲେ ଅତ୍ୟୁକ୍ତି ହେବ ନାହିଁ | ପ୍ରତିଦିନ କିଛି ନା କିଛି ମୋବାଇଲ ଏଠାରେ ଲଞ୍ଚ ହେଇଥାଏ | ଗତ ସପ୍ତାହରେ ଆପଲ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି | ଏହାର ନାମ iphone SE ଅଟେ | ନେଟ୍-ୱାର୍କ ଟେକ୍ନୋଲୋଜି GSM / CDMA / HSPA / EVDO / LTE 2ଜି GSM 850 / 900 / 1800 / 1900, CDMA 800 / 1900 3ଜି HSDPA 850 / 900 / 1700(AWS) / 1900 / 2100 CDMA2000 1xEV-DO 4ଜି LTE band 1(2100), 2(1900), 3(1800), 4(1700/2100), 5(850), 7(2600), 8(900), 11(1500), 12(700), 13(700),…
ହାତ ନାହିଁ ବୋଲି ମାଙ୍କଡ଼କୁ ଖୁଆଇଦେଲେ ପୁଲିସ୍ ଅଧିକାରୀ
ଲକ୍ଷ୍ନୌ: ଲକ୍ଡାଉନ୍ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…
କରୋନା କବଳରେ ବାଘୁଣୀ
ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ…